୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ୱ ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ ଭୁବନେଶ୍ବର: ଖୋର୍ଦ୍ଧା, କଟକ, ରାୟଗଡା, ସୁନ୍ଦରଗଡ଼ ଚିନ୍ତା ବଢାଇଲାଣି। ଏସବୁ ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣନୀତି ପ୍ରସ୍ତୁତ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସିଧା ସିଧା କହିଛନ୍ତି ଯେ ଏମିତି ପଦକ୍ଷେପ ନିଅ, ଯେମିତି ଆସନ୍ତା ସପ୍ତାହ ମଧ୍ୟରେ ପଜିଟିଭ୍ ହାର ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ … Continue reading ୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ